April 15, 2026

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

1 min read

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ-ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶିତ ସିବିଏସ୍‌ଇର ୱେବ୍‌ସାଇଟ୍‌- https://cbseresults.nic.in/ ରେ ନିଜର ରୋଲ୍‌ନଂ, ସ୍କୁଲ୍‌ ନମ୍ବର, ଜନ୍ମ ତାରିଖ ଓ ଆଡ୍‌ମିଟ୍‌ କାର୍ଡ ନମ୍ବର ଦାଖଲ କରି ଫଳାଫଳ ଦେଖିପାରିବେ। ଏହା ସହ ଡିଜିଲକ୍‌ର ଓ ଉମଙ୍ଗ୍‌ ଆପ୍‌ରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ।