January 26, 2026

ପଞ୍ଜାବରେ ୨ ଗୁପ୍ତଚର ଗିରଫ ହୋଇଛନ୍ତି

1 min read

ନୂଆଦିଲ୍ଲୀ: ପଞ୍ଜାବରେ ୨ ଗୁପ୍ତଚର ଗିରଫ ହୋଇଛନ୍ତି। ପାକିସ୍ତାନ ପାଇଁ ଗୁପ୍ତଚରୀ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପଞ୍ଜାର ମଲେରକୋଟଲା ପୁଲିସ। ଏହି ଗୁପ୍ତଚର ଦ୍ଵୟ ଭାରତର ସମ୍ବେଦନଶୀଳ ସାମରିକ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗ ହୋଇଛି। ଉଭୟ ଗୁପ୍ତଚର ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କ ନିର୍ଦ୍ଦେଶରେ କାମ କରୁଥିଲେ।