January 23, 2026

ବାହୁଦା ନଦୀରେ ବୁଡ଼ିଗଲେ ୨ଛାତ୍ର

1 min read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନୂଆପଡ଼ା ଫାଣ୍ଡି ସୁୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀରେ ବୁଡ଼ି ଆଜି ୨ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଶାଶ୍ବତ ପାତ୍ର ଓ ବିଶ୍ବାସ ପ୍ରଧାନ। ଶାଶ୍ବତଙ୍କ ଘର ଚାନ୍ଦପୁର ହୋଇଥିବା ବେଳେ ବମୋକୋଇ ନିବାସୀ ଥିଲେ ବଶ୍ବାସ ପ୍ରଧାନ। ପାଣିରେ ବୁଡ଼ିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।