ବୁଧବାର ୨୭ ଅଗଷ୍ଟରେ ସୁନା ଦର ବୃଦ୍ଧି
1 min read
ଭୁବନେଶ୍ୱର : ଆଜି ବି ବଢିଲା ସୁନା ଦାମ୍ । ବୁଧବାର ଅର୍ଥାତ୍ ୨୭ ଅଗଷ୍ଟରେ ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୨,୪୪୦ ଟଙ୍କା ରହିଛି । ଗତକାଲି ୧,୦୨,୦୬୦ ଟଙ୍କା ଥିଲା । ଏଥିରେ ୩୮୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୩,୯୦୦ ଟଙ୍କା ରହିଛି । ଗତକାଲି ୯୩,୫୫୦ ଟଙ୍କା ଥିଲା । ଏଥିରେ ୩୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୬,୮୩୦ ଟଙ୍କା ରହିଛି । ଗତକାଲି ୭୬,୫୫୦ ଟଙ୍କା ଥିଲା । ଏଥିରେ ୨୮୦ ଟଙ୍କା ବୃଦ୍ଧି ହୋଇଛି ।
ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୩,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ଏତିକି ଥିଲା ।