January 16, 2026

ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା

1 min read

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ଵରେ ଭାରତ ମ୍ୟାଚ୍ ଖେଳିବ। ଟେଷ୍ଟ ଅଧିନାୟକ ଶୁବମନ୍ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ଵ ଦିଆଯାଇଛି। ଅଭିଷେକ୍ ଶର୍ମା, ତିଲକ ବର୍ମା, ଶିବମ୍ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଯଶପ୍ରୀତ୍ ବୁମ୍‌ରା, ଶୁଭମନ୍ ଗିଲ୍‌ , ହାର୍ଦ୍ଦିକ ପାଣ୍ତ୍ୟା ଏବଂ ଅର୍ଶଦୀପ୍ , ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ସଞ୍ଜୁ ସାମସନ୍, ହର୍ଷିତ୍ ରାଣା, ରିଙ୍କୁ ସିଂ ପ୍ରମୂଖ ଦଳରେ ସାମିଲ ହୋଇଛନ୍ତି।