July 22, 2024

ପିସିସି ସଭାପତିଙ୍କୁ କାଳିମାଡ଼ କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ

1 min read

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ |ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଥିବା ତାଙ୍କ ଚାମ୍ବରରେ ବସିଥିବା ସମୟରେ କିଛି ଯୁବକ ସେଠାରେ ତାଙ୍କୁ କାଳିମାଡ଼ କରିଛନ୍ତି |ଏହା ସହ କଂଗ୍ରେସ ଭବନ ବାହାରେ ତାଙ୍କ ବିରୋଧରେ ନାରାବାଜି କରୁଥିବାର ଦେଖାଯାଇଥିଲା |ତେବେ ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗରେ ଅସନ୍ତୁଷ୍ଟ ଗୋଷ୍ଟି କାଳିମାଡ଼ କରିଥିବା ଜଣାଯାଇଛି |

Leave a Reply

Your email address will not be published. Required fields are marked *