ରାଉରକେଲା ଝିରପାଣି ନିକଟରେ ଡବଲ ଏନକାଉଣ୍ଟର
1 min read
ରାଉରକେଲା : ରାଉରକେଲା ଝିରପାଣି ନିକଟରେ ଡବଲ ଏନକାଉଣ୍ଟର। ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୁଲିସ। ପୁଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଚୁନୁ ଓ ସୁଶାନ୍ତ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେକ୍ଟର ୭ ହତ୍ୟା ଘଟଣାରେ ୨ ଜଣଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ରହିଛି। ସ୍କୁଲ ପଡ଼ିଆରେ ଉକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିଲା।


