July 27, 2024

ଜଳିଗଲା ୪ ଟି ବସ

1 min read

ରାୟଗଡା : ଏକା ସହିତ ୪ ଟି ବସରେ ଲାଗିଗଲା ନିଆଁ | ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବିଜୁପଟ୍ଟନାୟକ ବସଷ୍ଟାଣ୍ଡରେ ଠିଆ ହୋଇଥିବାବେଳେ ହଠାତ ବସ ଗୁଡିକରେ ନିଆଁ ଲାଗିଯାଇଥିଲା | ତେବେ କେଉଁ ପରିସ୍ଥତିରେ ବସରେ ନିଆଁଲାଗିଲା ତାହା ଜଣାପଡିନାହିଁ | ବସ ଗୁଡିକ ଜଣେ ମାଲିକଙ୍କର ବୋଲି ଜଣା ପଡିଛି | ସୌଭାଗ୍ୟବଶତଃ ନିଆଁ ଲାଗିବାବେଳେ ବସରେ କୌଣସି ଯାତ୍ରୀ ନଥିଲେ | ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି |

Leave a Reply

Your email address will not be published. Required fields are marked *