May 26, 2026

କ୍ବାଡ୍‌ରେ ୩ ବଡ଼ ନିଷ୍ପତ୍ତି: ବଢ଼ିଲା ଚୀନ୍‌ର ଚିନ୍ତା

1 min read

ନୂଆଦିଲ୍ଲୀ:କ୍ୱାଡ୍ ଦେଶମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା, ଶକ୍ତି ଯୋଗାଣ ଏବଂ ସାମୁଦ୍ରିକ ସହଯୋଗ ସମ୍ପର୍କରେ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି।