September 16, 2026

ବିଜୟଙ୍କ ସଫଳତା ଦେଖି ‘ଇର୍ଷା’ ଲାଗୁଛି: ପବନ କଲ୍ୟାଣ

1 min read

ଅମରାବତୀ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ସୋମବାର ଏକ ସାଧାରଣ ସଭାରେ ସିନେମା ଜଗତରୁ ରାଜନୀତିକୁ ଆସିଥିବା ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ବିଜୟଙ୍କ ଆଶ୍ଚର୍ଯ୍ୟଜନକ ସଫଳତାକୁ ଦେଖି ତାଙ୍କୁ ସାମାନ୍ୟ “ଇର୍ଷା” ହୋଇଥିବା କଥା ଅତି ସରଳ ଭାବେ ସ୍ୱୀକାର କରିଛନ୍ତି, ଯାହାକୁ ନେଇ ଏବେ ସାରା ଦକ୍ଷିଣ ଭାରତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।