ରାଜ୍ୟସଭା ସାଂସଦ ରାଘବ ଚଢ଼ା ପଦ୍ମ ଧରିବେ
1 min read
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍)ର ପୂର୍ବତନ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ା ପଦ୍ମ ଧରିବେ। ତାଙ୍କ ସହିତ ସନ୍ଦୀପ ପାଠକ ଏବଂ ଅଶୋକ ମତ୍ତଲ ମଧ୍ୟ ପଦ୍ମ ଶିବିରରେ ଯୋଗଦେବେ।