September 7, 2026

ଶିଶୁପୁତ୍ର ତ୍ୟାଗ କରି ରାସ୍ତାକଡ଼ରେ ଛାଡି ଚାଲିଯାଇଛି ମା

1 min read

ମଇଦଳପୁର: ଦୁନିଆରେ ମାନବିକତା ହଜି ଗଲାଣି।ଜନ୍ମ ଦେଇଥିବା ନିଜ ଶିଶୁପୁତ୍ର ତ୍ୟାଗ କରି ରାସ୍ତାକଡ଼ରେ ଛାଡି ଚାଲିଯାଇଛି ମା. ଲୋକଲଜ୍ଜା ନା ସମାଜକୁ ଭୟ କରି ଏଭଳି ନିଷ୍ପତ୍ତି ନେଇଛି ନିଷ୍ଠୁର ମା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପୀଗୁଡାରେ। ଏଠାରୁ ରାସ୍ତାକଡ଼ରେ ନବଜାତ ଉଦ୍ଧାର କରିଛି ମଇଦଳପୁର ପୁଲିସ।