ଆରଏସପି କ୍ୱାର୍ଟ୍ସରୁ ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର
1 min read
ରାଉରକେଲା: ଆରଏସପି କ୍ୱାର୍ଟ୍ସରୁ ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ରାକେଶ ପାତ୍ର (୪୯))l ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି l ସେକ୍ଟର – ୩ ଥାନା ଅନ୍ତର୍ଗତ ଏକ ନମ୍ୱର ସେକ୍ଟର -1- E- 1 କ୍ଵାର୍ଟର ରେ ଏହି ଘଟଣା ଘଟିଛି l
ଥାନାରେ ଅଭିଯୋଗ
ସ୍ତ୍ରୀ କୁନି ପାତ୍ର ଏନେଇ ଥାନାରେ ଅଭିଯୋଗ କରିଛନ୍ତି l ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।


