ବାଟ ଭୂଆସୁଣୀ ମନ୍ଦିର ନିକଟରେ ବଡ଼ ଦୁର୍ଘଟଣା
1 min read
ଭୁବନେଶ୍ବର: ବାଟ ଭୂଆସୁଣୀ ମନ୍ଦିର ନିକଟରେ ବଡ଼ ଦୁର୍ଘଟଣା I ଏନଏଚ ଉପରେ ଗୋଟିଏ ଟ୍ରକ ରାସ୍ତା ଉପରେ ଅନ୍ଧାରରେ ଛିଡା ହୋଇଥିବା ସମୟରେ, ଏକ ବାଇକ ପିଟି ହୋଇଛି I ବାଇକରେ ଦୁଇ ଜଣ ଯାଉଥିବା ବେଳେ, ରାସ୍ତା ଉପରେ ଛିଟିକି ପଡ଼ିଥିଲେ I
ସ୍ଥାନୀୟ ଲୋକେ ଦୁଇ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି I ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା


