ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ପ୍ରକାଶ
1 min read
ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ପ୍ରକାଶ ପାଇଛି। ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ନିଟ୍ neet.nta.nic.inର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ)ମଧ୍ୟ ପାସ୍ କରିଥିବା ପ୍ରାର୍ଥୀଙ୍କ ନମ୍ବର ଏବଂ ଟପ୍ପରଙ୍କ ନାମ ଘୋଷଣା କରିଛି।