February 12, 2026

ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

1 min read

ଟାଙ୍ଗୀ: ବଡ଼ଶଙ୍ଖରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ। ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ବଡ଼ପୋଖରିଆ ଗ୍ରାମର ସୌମେନ୍ଦ୍ର ପାଇକରାୟ ବୋଲି ଜଣାପଡ଼ିଛି। ୨୪ ବର୍ଷୀୟ ସୌମେନ୍ଦ୍ର ବାଇକ ଯୋଗେ କାଳୁପଡ଼ା ଘାଟ ଯାଉଥିଲେ। ବଡ଼ଶଙ୍ଖରେ ବାଇକ ପିଟି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି