July 10, 2026

ଛାତ ଉପରୁ ଖସିପଡ଼ି ଚାଲିଗଲା ଯୁବଙ୍କ ଜୀବନ

1 min read

ଵିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ପଡ଼ି ଯାଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଵିନିକା ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ଆଣିଥିଲେ। ଡାକ୍ତର ଭୁଏଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ବିନିକା ପୁଲିସ ଶବକୁ ଜବତ ଘଟଣାର ତଦନ୍ତ କରୁଛନ୍ତି।