July 16, 2026

ପୁଲିସ ମାଡ଼ରେ ଯୁବକ ମୃତ

1 min read

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଅଭାବନୀୟ ଘଟଣା ଘଟିଛି। ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ସୁବଳୟା ଗାଁର ସନ୍ତୋଷ ସାହୁ। ଏକ ପଥର ଖାଦାନ ମାମଲାରେ ପୁଲିସ ତାଙ୍କୁ ଗତ ୨୫ ତାରିଖରୁ ଉଠାଇ ଆଣିଥିଲା।
ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ଆସ୍କା ମେଡିକାଲ ଓ ପରେ ଏମକେସିଜି ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।