May 9, 2026

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶୁଭେନ୍ଦୁ ଅଧିକାରୀ

1 min read

କୋଲକାତା: ଶୁଭେନ୍ଦୁ ଅଧିକାରୀ ଆଜି ପୂର୍ବାହ୍‌ଣରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଏକାଧିକ ବିଧାୟକ ମନ୍ତ୍ରୀ ପଦର ନେଲେ ଶପଥ ନେଇଛନ୍ତି, ଯେଉଁମାନେ ମନ୍ତ୍ରିମଣ୍ଡଳର ଅଂଶବିଶେଷ ହେବେ। ଏଥିରେ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ରା ପଲ, ଅଶୋକ କିର୍ତ୍ତୀନିଆ, ଦୁଖୀରାମ ଟୁଡୁ, ନିସିଥ ପ୍ରାମାଣିକ ପ୍ରମୁଖ ସାମିଲ ଅଛନ୍ତି।