May 13, 2026

ବାପର ଟାଙ୍ଗିଆ ଚୋଟରେ ପୁଅ ମୃତ

1 min read

ପାଲଲହଡ଼ା: ବାପର ଟାଙ୍ଗିଆ ଚୋଟରେ ପୁଅ ମୃତ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଅର୍କିଳ ଗ୍ରାମରେ। ରେଙ୍ଗାଳି ଥାନା ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରିରଖିଛି