October 16, 2026

୫ ଜଣ ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍

1 min read

କଟକ: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଦସ୍ୟ ତଥା ଆଇନଜିବୀ ଆଖ୍ୟାଂଶୁ ଶେଖର ନନ୍ଦୀ, ଅମୀୟ କୁମାର ମହାନ୍ତି, ରମେଶ ଚନ୍ଦ୍ର ବେହେରା, ହୃଦାନନ୍ଦ ମଲ୍ଲ ଏବଂ ଅମୁଲ୍ୟ ରତ୍ନ ଦାଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ହାଇକୋର୍ଟ ବାର ଆସୋସିଏସନର ନିର୍ବାଚନ ଅଧିକାରୀଙ୍କୁ ସେମାନଙ୍କ ଦ୍ୱାରା ସ୍ବାକ୍ଷରିତ ଏବଂ ପ୍ରେରିତ ଏକ ପତ୍ର ଆଇନଜୀବୀ ପରିଷଦର ଦୃଷ୍ଟିକୁ ଆସିଛି।