February 20, 2026

ହିନ୍ଦୁତ୍ବକୁ ନେଇ ମେହବୁବା ମୁଫତିଙ୍କ ଝିଅଙ୍କର ବିବାଦୟୀ ବୟାନ

1 min read

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ଏକ ବିବାଦୀୟ ବୟାନ ଜାରି କରି କହିଛନ୍ତି। ଆମେ କଶ୍ମୀରରେ ହିନ୍ଦୁତ୍ୱକୁ ପ୍ରଚଳନ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।

ତୁମେ ଆମକୁ ଭାରତ ମାତା କି ଜୟ ଏବଂ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରିପାରିବ ନାହିଁ। ବିଜେପି ଏବଂ ବଜରଙ୍ଗ ଦଳ ସମେତ ଅନେକ ସଂଗଠନ ଇଲତିଜାଙ୍କ ବୟାନର କଡ଼ା ବିରୋଧ କରିଛନ୍ତି।