September 23, 2026

ସାରଣ୍ଡା ଜଙ୍ଗଲରେ ଲାଣ୍ଡ ମାଇନ ବିସ୍ଫୋରଣ

1 min read

ବିଶ୍ରା: ଝାରଖଣ୍ଡର ଚାଇବାସା ଅଞ୍ଚଳର ସାରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ଏହି ବିସ୍ଫୋରଣରେ କୋବ୍ରା ବାଟାଲିଅନର ଜଣେ ଯବାନ ଆହତ ହୋଇଛନ୍ତି।

ବର୍ତ୍ତମାନ ସୁରକ୍ଷା ବଳ ଆହତ ଯବାନଙ୍କୁ ଜଙ୍ଗଲରୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଯାହାକୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ ମାଧ୍ୟମରେ ରାଞ୍ଚିକୁ ନିଆଯିବ ବୋଲି ସୂଚନା ମିଳିଛି