ଆଇଏସ୍ଆଇ ଟାର୍ଗେଟରେ ଐତିହାସିକ ମନ୍ଦିର
1 min read
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ପାକିସ୍ତାନ ସମର୍ଥିତ ଶେହଜାଦ୍ ଭଟ୍ଟି ମଡ୍ୟୁଲର ୯ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଦିଲ୍ଲୀର ଐତିହାସିକ ମନ୍ଦିର , ହରିୟାଣାର ଏକ ସୈନ୍ୟ ଶିବିର ଓ ଦିଲ୍ଲୀ-ସୋନିପତ୍ ହାଇୱେରେ ଥିବା ଏକ ପ୍ରସିଦ୍ଧ ଢାବା ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ।


