May 1, 2026

ବୈଷ୍ଣୋଦେବୀ ମନ୍ଦିରରୁ ଗତକାଲି ରାତିରେ ୪୦ ଲକ୍ଷ ଟଙ୍କାର ସୁନାଗହଣା ଡକାୟତି

1 min read

ଓଡ଼ଗାଁ: ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରୁ ଗତକାଲି ରାତିରେ ୪୦ ଲକ୍ଷ ଟଙ୍କାର ସୁନାଗହଣା ଡକାୟତି ହୋଇଛି । ଡକାୟତି ପଛରେ ମନ୍ଦିର କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଆଲୋଚନା ହେଉଥିବା ବେଳେ ଶରଣକୁଳ ପୁଲିସ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।