April 20, 2026

ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଫସଲ ହାନି

1 min read

ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଅନେକ ଜିଲ୍ଲାରେ ଫସଲ ହାନି ହୋଇଛି। ଧାନ ସମେତ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସରକାର ଏହାର ଶୀଘ୍ର ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବେ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ।