May 7, 2026

୯ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ

1 min read

ହମିରପୁର: ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଡଙ୍ଗା ବୁଡ଼ିଦୁର୍ଘଟଣା ଘଟିଯାଛି। କୁରାରା ଥାନା ଅନ୍ତର୍ଗତ କୁତୁବପୁର ଗ୍ରାମ ନିକଟରେ ଯମୁନା ନଦୀରେ ୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିବାରୁ ଏପର୍ଯ୍ୟନ୍ତ ଜଣେ ମହିଳାଙ୍କ ସମେତ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି।