May 22, 2025

ସୁନ୍ଦରଗଡ଼ ସହରରେ ମହୁମାଛି ଆକ୍ରମଣ

1 min read

ସୁନ୍ଦରଗଡ଼: ଆଜି ସକାଳ ୯ଟା ୪୫ ରେ ସୁନ୍ଦରଗଡ଼ ସହର ପଞ୍ଚମୁଖୀ ହନୁମାନ ଛକରେ ମହୁମାଛି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି। ଆକ୍ରମଣରେ କିଛି ଶିଶୁଙ୍କ ସମେତ ୪ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ଯରୁ ଜଣକୁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।