May 25, 2026

ଆସାମର ହିମନ୍ତ ସରକାର ୟୁସିସି ବିଲ୍ ଆଗତ କଲେ

1 min read

ଗୁଆହାଟୀ: ଆସାମ ସରକାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ୍ କୋଡ୍(ୟୁସିସି) ବିଲ୍ ଆଗତ କରିଛନ୍ତି। ବିରୋଧୀ ବିଧାୟକମାନେ ଆସାମ ବିଧାନସଭାରେ ୟୁସିସି ବିଲ୍ ଆଗତ କରିବାର ପ୍ରତିବାଦ କରି ଆଗତ କରିବା ପୂର୍ବରୁ ଅଂଶୀଦାରମାନଙ୍କ ସହିତ ବ୍ୟାପକ ପରାମର୍ଶ ଦାବି କରିବା ସହ ହଙ୍ଗାମା କରିଛନ୍ତି