May 26, 2026

ଅଭିନେତା ରମାକାନ୍ତ ଦୈମାଙ୍କ ପରଲୋକ

1 min read

ହିନ୍ଦୀ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।: ଅଭିନେତା ରମାକାନ୍ତ ଦୈମାଙ୍କ(ବୟସ ୮୫ବର୍ଷ) ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର କେବଳ ପ୍ରଶଂସକଙ୍କୁ ନୁହେଁ ବରଂ ସମଗ୍ର ସିନେ-ଶିଳ୍ପକୁ ମର୍ମାହତ କରିଛି। ଚଳଚ୍ଚିତ୍ର ଶିଳ୍ପ ପାଇଁ ରମାକାନ୍ତଙ୍କ ଦେହାନ୍ତ ଏକ ଅପୂରଣୀୟ କ୍ଷତି।