May 22, 2026

ବଙ୍ଗଳା ଅଭିନେତା ଓ ଅଭିନେତ୍ରୀଙ୍କ ନାମରେ ଏତଲା

1 min read

କୋଲକାତା: ପଶ୍ଚିମବଙ୍ଗରେ ୨୦୨୧ ମସିହା ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ସେହି ସମୟରେ କରାଯାଇଥିବା ଉତ୍ତେଜନାମୂଳକ ଟ୍ୱିଟ୍ ପାଇଁ ବଙ୍ଗୀୟ ଅଭିନେତା ପରମବ୍ରତ ଚଟ୍ଟୋପାଧ୍ୟାୟ ଓ ସ୍ୱସ୍ତିକା ମୁଖାର୍ଜୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି।