May 1, 2025

ଝାଡ଼ବନ୍ଧ ରୁଙ୍ଗଟା ମାଇନ୍ସ କମ୍ପାନୀରେ ଅଘଟଣ

1 min read

ଢେଙ୍କାନାଳ: ଝାଡ଼ବନ୍ଧ ରୁଙ୍ଗଟା ମାଇନ୍ସ କମ୍ପାନୀରେ ଅଘଟଣ। ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇନରନ ପ୍ଲେଟ ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଥିବା ସୂଚନା ମିଳିଛି। ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇରନ ପ୍ଲେଟ ଉଠାଇବାବେଳେ ତାହା ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ୩ ଗୁରୁତରଙ୍କୁ କଟକର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।