ପେଟ୍ରୋଲ ୨.୬୧ ଟଙ୍କା, ଡିଜେଲ ୨.୭୧ ଟଙ୍କା ବଢ଼ିଲା
1 min read
ନୂଆଦିଲ୍ଲୀ: ଗତ ସପ୍ତାହଠାରୁ ପେଟ୍ରୋଲ ଓ ଡିଜେଲ ଦରରେ ନିୟମିତ ବୃଦ୍ଧି ଘଟୁଛି। ସୋମବାର ତେଲ କମ୍ପାନିଗୁଡ଼ିକ ଚତୁର୍ଥ ଥର ପାଇଁ ତେଲ ଦର ବଢ଼ାଇଛନ୍ତି। ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ୨ ଟଙ୍କା ୭୧ ପଇସା ବଢ଼ିଛି। ଏହି ଚାରି ଥରରେ ଭୁବନେଶ୍ବରରେ ପେଟ୍ରୋଲ ଦର ୧୧୦ ଟଙ୍କା ପାଖାପାଖି ବୃଦ୍ଧି ପାଇଛି ଓ ଡିଜେଲ ଦର ୧୦୦ ଟଙ୍କାରୁ ଅଧିକ ହୋଇଛି।


