May 25, 2026

ଗଛରେ ପିଟି ହେଲା କାର୍, ଯୁବକ ମୃତ

1 min read

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା କୁସମୀ ରାସ୍ତା ଲାଇଡାଗୁଣାରୁ ଟାଇଁସର ମାଝୀରେ ଭାରସାମ୍ୟ ହରାଇ ଗୋଟିଏ କାର ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ କୁସମୀ ଜମନକିରାକୁ କାରଟି ଦ୍ରୁତ ଗତିରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ କାରଟି ଏକ ଗଛରେ ବାଡ଼େଇ ହୋଇଛି।
ଘଟଣା ସ୍ଥଳରେ କୁସମୀ ଜମନକିରା ଗ୍ରାମର ୩୦ ବର୍ଷ ବୟସ୍କ ଯୁବ