ସମ୍ବଲପୁରର ଶ୍ଲୋକ ନନ୍ଦନ ନାଏକ JEE ମେନ୍ ଟପର୍
1 min read
ସମ୍ବଲପୁର: ବିଦ୍ୟା ବିକାଶ ସମ୍ବଲପୁରର ଶ୍ଲୋକ ନନ୍ଦନ ନାଏକ ୨୦୨୬ ରେ JEE ମେନ୍ (B.Planning) ରେ ୯୯.୨୬ ଶତକଡ଼ା ମାର୍କ ରଖି ଓଡ଼ିଶା ରାଜ୍ୟ ଟପର୍ ହେବାର ଗୌରବ ଅର୍ଜନ କରିଛନ୍ତି।