Categories

February 9, 2026

କନ୍ତରେଇ ଅଷ୍ଟପ୍ରହରୀ ନାମଯଜ୍ଞରେ ଶାନ୍ତନୁ ନାୟକଙ୍କ ଯୋଗଦାନ

1 min read

ଡେରାବିଶ,୯/୨ : ଡେରାବିଶ ବ୍ଲକ ଅଧିନସ୍ତ ଚାନ୍ଦୋଳ ପଂଚାୟତ ବାଙ୍କୀ ମୁଣ୍ଡାଇ ଗ୍ରାମର ଆରାଧ୍ୟ ଦେବୀ ମା କନ୍ତରେଇ ଠାକୁରାଣୀ ପୀଠରେ ପ୍ରତିବର୍ଷ ପରି ଚଳିତବର୍ଷ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଛି l ଉକ୍ତ ଅଷ୍ଟପ୍ରହରୀ ନାମ ଯଜ୍ଞ ପ୍ରଶାନ୍ତ ମହାନ୍ତିଙ୍କ ତତ୍ଵାଅବାଧରେ ଚଳିତବର୍ଷ ଅନୁଷ୍ଠିତ ହୋଇଛି l ଏହି ଯଜ୍ଞରେ ଆଖପାଖ ଅଂଚଳର ବହୁ ଭଗବତପ୍ରେମୀଙ୍କ ସମାଗମ ହୋଇଥିଲା l ଏହି ଅବସରରେ ପାଟକୁରାର ଅଂଚଳର ବିଶିଷ୍ଟ ଶିକ୍ଷାବିତ ଶାନ୍ତନୁ ନାୟକ ଏବଂ କନ୍ତରେଇର ଅମିତ ମହାନ୍ତି ଓ ଦିଲ୍ଲୀପ ମହାନ୍ତି ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆଶୀର୍ବାଦ ନେଇଥିଲେ l

More Stories