September 26, 2026

ଦୁର୍ଘଟଣା ପରେ ୩ଟି ବସ୍‌କୁ ଭାଙ୍ଗିଦେଲେ ଲୋକେ

1 min read

ଭୁବନେଶ୍ବର: ଜନପଥରେ ବାଇକ୍‌କୁ ଧକ୍କା ଦେଲା ଆମ ବସ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ‘ଆମ ବସ’କୁ ଭଙ୍ଗାରୁଜା କରିଛନ୍ତି। ୩ଟା ‘ଆମ ବସ’କୁ ଭାଙ୍ଗିଦେଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ‘ଆମ ବସ’ ସହ ଆଉ ୨ଟି ଆମ ବସ ଭାଙ୍ଗିଦେଲେ ଲୋକେ। ପ୍ରାଣ ବିକଳରେ ‘ଆମ ବସ’ ଛାଡ଼ି ଡ୍ରାଇଭର, କଣ୍ଡକ୍ଟର ପଳାଇଛନ୍ତି। ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ମୃଦୁ ଲାଠିଚାଳନା କରିଛି।