February 14, 2026

ପୁଣି ଥରେ ମା’ ହେଲେ କମେଡିଆନ୍ ଭାରତୀ ସିଂହ

1 min read

ମୁମ୍ବାଇ: ପୁଣି ଥରେ ମା’ ହେଲେ କମେଡିଆନ୍ ଭାରତୀ ସିଂହ। ପୂର୍ବରୁ ‌ସେ ଏକ ଶିଶୁପୁତ୍ରର ମାଆ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ୪୧ବର୍ଷ ବୟସରେ ଭାରତୀ ଦ୍ୱିତୀୟ ଥର ପାଇଁ ମା’ ହେବା ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି। ଆଜି ତାଙ୍କର ପ୍ରସବ ହୋଇଥିବା ବେଳେ ପୁଣି ଥରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଭାରତୀ ସିଂହ ଓ ହର୍ଷ ଲିମ୍ବ‌ାଚିଆ।