December 12, 2025

ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା

1 min read

ଭୁବନେଶ୍ୱର: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା ଆଲୋଚନା ଓ ବିଚାରବିମର୍ଶ ଚାଲିଛି, ଠିକ ସମୟରେ ଘୋଷଣା ହେବ। ଡେଡ୍‌ଲାଇନ ଦେବିନି କିନ୍ତୁ ଖୁବଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି ହେବ ବୋଲି ମନମୋହନ କହିଛନ୍ତି।