ଚୀନ୍ର ଦକ୍ଷିଣ- ପଶ୍ଚିମ ଚୀନ୍ର ସିଚୁଆନ୍ ଅଞ୍ଚଳରେ ଭୂମିକମ୍ପ
1 min read
ବେଜିଂଗ – ଚୀନ୍ର ଦକ୍ଷିଣ- ପଶ୍ଚିମ ଚୀନ୍ର ସିଚୁଆନ୍ ଅଞ୍ଚଳରେ ୫.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ତିବ୍ଦତର ସ୍ୱାୟତ ଶାସିତ ବା ସ୍ୱଂୟ ଶାସିତ ଅଞ୍ଚଳରେ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିପୁାରି ନାହିଁ ।
ସେଠାକାର ସ୍ଥାନୀୟ ସମୟ ଦିନ ଗୋଟାଏ ୧୭ ମିନିଟ୍ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା