April 10, 2026

ପୋଖରୀରୁ ଯୁବକଙ୍କ ଗଳିତ ଶଵ ଉଦ୍ଧାର

1 min read

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ବଜାର ନିକଟ ଗୋଡ଼ି ପୋଖରୀରୁ ଯୁବକଙ୍କର ଗଳିତ ଶଵ ଉଦ୍ଧାର। ସୂଚନା ମୁତାବକ ମୃତକ ହେଲେ ବେଗୁନିଆ ଭଉଁରୀସାହିର ରାମଚନ୍ଦ୍ର ସାହୁଙ୍କ ପୁଅ ପ୍ରତାପ ସାହୁ (୪୬)