July 22, 2024

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ୪ଘଣ୍ଟା ବିଳମ୍ବ ହୋଇଛି

1 min read

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ୪ଘଣ୍ଟା ବିଳମ୍ବ ହୋଇଛି। ଏକାଦଶୀରେ ନୀତି ହେବା କଥା ହେଲେ ଦ୍ୱାଦଶରେ ନୀତି ଆରମ୍ଭ ହୋଇଛି। ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦ କାରଣରୁ ନୀତି ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏଯାଏଁ ହୋଇନି ମଙ୍ଗଳ ଆଳତି, ଚାଲିଛି ଭକ୍ତଙ୍କ ଦର୍ଶନ। ନୀତି ଶୃଙ୍ଖଳିତ ନହେଲେ ଦେବ ସ୍ନାନ ପୂର୍ଣ୍ଣିମା ନୀତିରେ ବିଳମ୍ବ ହେବା ନେଇ ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *