ଘରର କବାଟ ଓ ଗଦରେଜ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ସୁନା ଓ ଟଙ୍କା
1 min read
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଅଞ୍ଚଳରେ ଏବେ ମାତିଛନ୍ତି ଚୋର। ଘରର କବାଟ ଓ ଗଦରେଜ ଭାଙ୍ଗି ଲୁଟିନେଲେ ସୁନା ଓ ଟଙ୍କା। ଗତକାଲି ରାତିରେ ଭଣ୍ଡାରିପୋଖରୀ ଥାନା କୁଲଣା ବିଶୋଳ ଗ୍ରାମର ଅଜୟ ସାହୁଙ୍କ ଘରେ ଘଟିଛି ଏହି ଘଟଣା।


