ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର
1 min read
ଢେଙ୍କାନାଳ: ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ବିଟ୍ କାଶିଆଡିହି ଗ୍ରାମ ନିକଟସ୍ଥ ଜଙ୍ଗଲରେ ପଡି ରହିଛି ବିରାଟକାୟ ଦନ୍ତାହାତୀର ମୃତଦେହ । ୩/୪ ଦିନ ପୂର୍ବରୁ ହାତୀଟି ମରିଥିବା ଅନୁମାନ କରାଯାଉଛି।
ଆଜି ସକାଳୁ କାଶିଆଡିହି ଗାଁର କିଛି ଲୋକ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ଯାଉଥିବା ବେଳେ ହାତୀଟିର ଗଳିତ ମୃତଦେହ ଦେଖିବାକୁ ପାଇଥିଲେ।


