April 26, 2026

୩୦ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

1 min read

ଭୁବନେଶ୍ୱର: ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଏପ୍ରିଲ ୩୦ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଶୁକ୍ରବାର ଏସଂକ୍ରାନ୍ତରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ବିଧାନସଭାର ସମସ୍ତ ସଦସ୍ୟ, ରାଜ୍ୟପାଳ, ମହାଧିବକ୍ତା, ସମସ୍ତ ସରକାରୀ ବିଭାଗକୁ ଅବଗତ କରାଇଛନ୍ତି।