April 6, 2026

ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହେଲେ ସନ୍ତୋଷ ଅମାତ

1 min read

ସୁନ୍ଦରଗଡ଼: ଆଜି ୨୩ଟି ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବିରେ ନିଯୁକ୍ତ ଦେଇଛନ୍ତି ସରକାର । ଏହି କ୍ରମରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ବିଜେପି ନେତା ସନ୍ତୋଷ ଅମାତ। ସନ୍ତୋଷ ଅମାତ ପରିଷଦର ପ୍ରଥମ ଅଧ୍ୟକ୍ଷ ରହିଥିଲେ ।