ରାଉରକେଲା ବିମାନ ଦୁର୍ଘଟଣା, ସୁସ୍ଥ ହୋଇ ଘରକୁ ଫେରିଲେ ଅନିତା ସାହୁ
1 min read
ରାଉରକେଲା: ବିମାନ ଦୁର୍ଘଟଣାରେ ଗୁରୁତର ରାଉରକେଲା ବେଦବ୍ୟାସର ଅନିତା ସାହୁ କୋଡ଼ିଏ ଦିନ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଘର୍ଷ କରି ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ତାଙ୍କୁ ହସ୍ପିଟାଲ ପକ୍ଷରୁ କେକ କାଟି ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା l ଅନିତା କହିଛନ୍ତି ବିମାନ ଦୁର୍ଘଟଣା ବେଳେ ମୁଁ କିଛି ଜାଣି ପାରି ନ ଥିଲି l ମେଡିକାଲରେ ଜାଣିଲି l


