May 16, 2025

ରାଉରକେଲାରେ ଏନ୍‌କାଉଣ୍ଟର

1 min read

ରାଉରକେଲା : ରାଉରକେଲାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଛି ପୁଲିସ । ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସ ଏନ୍‌କାଉଣ୍ଟର କରିଛି । ଏଥିରେ ୨ ଅଭିଯୁକ୍ତ ଗୁରୁତର ହୋଇ ରାଉରକେଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଡକାୟତି କରିବାକୁ ଆସି ଢାବା ମାଲିକଙ୍କୁ ଗୁଳିମାଡ଼ କରି ଫେରାର ହେବାକୁ ଚେଷ୍ଟା କରିବା ସମୟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ୨ ଅଭିଯୁକ୍ତ ।