March 17, 2026

ସ୍ପେସ୍‌ଏକ୍ସ-ଟେସ୍‌ଲାର ମିଶ୍ରଣ

1 min read

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କ ନିଜ କମ୍ପାନି ଭିତରେ ମିଶ୍ରଣ କରିବାକୁ ଯୋଜନା କରୁଛନ୍ତି। ତାଙ୍କ ଇଲେକ୍ଟ୍ରିକ ଯାନ କମ୍ପାନି ଟେସ୍‌ଲାକୁ ମହାକାଶ ଅନୁସନ୍ଧାନ କମ୍ପାନି ସ୍ପେସ୍‌ଏକ୍ସ ସହ ମିଶାଇବାକୁ ଚାହୁଛନ୍ତି। ତାଙ୍କ ବୃହତ୍‌ ବ୍ୟବସାୟ ସାମ୍ରାଜ୍ୟକୁ ଏକତ୍ରୀତ କରିବା ଯୋଜନାର ତାହା ଏକ ଅଂଶ। ସେ ନିଜର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କମ୍ପାନି ଏକ୍ସଏଆଇର ମଧ୍ୟ ସେ ମିଶ୍ରଣ କରିବାକୁ ଚାହୁଛନ୍ତି।