ପରଲୋକରେ ବିଖ୍ୟାତ ସଂଗୀତକାର ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର

1 min read

ଭୁବନେଶ୍ବର: ବିଖ୍ୟାତ ସଂଗୀତକାର ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଆଉ ନାହାନ୍ତି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା।